ଏନକ୍ରିପ୍ଟେଡ୍ ଷ୍ଟୋରେଜ୍
ପ୍ରତ୍ୟେକ ଡକ୍ୟୁମେଣ୍ଟ ଏନକ୍ରିପ୍ଟ କରି ରଖାଯାଏ, ଏବଂ କେବଳ ଆପଣ ଓ ଆପଣ ସେୟାର କରିଥିବା ପରିବାର ସଦସ୍ୟ ହିଁ ଏହାକୁ ଖୋଲିପାରିବେ।
ପାସପୋର୍ଟ, ପରିଚୟ ପତ୍ର, ବୀମା କାଗଜ ଓ ସାର୍ଟିଫିକେଟ୍ ଅପଲୋଡ୍ କରନ୍ତୁ। ସେଗୁଡ଼ିକ ଏନକ୍ରିପ୍ଟ କରି ରଖାଯାଏ, ଏବଂ ମିଆଦ ସରିବା ଆଗରୁ ଆପଣଙ୍କୁ ମନେ ପକାଇ ଦିଆଯାଏ।
ଆର୍ଲି ଆକ୍ସେସ୍ ସମୟରେ ମାଗଣା। କ୍ରେଡିଟ କାର୍ଡ ଦରକାର ନାହିଁ, ବିଜ୍ଞାପନ ନାହିଁ। ଫୋନ୍ ଓ କମ୍ପ୍ୟୁଟରରେ ଚାଲେ, ଇଂରାଜୀ, ହିନ୍ଦୀ ଓ ଓଡ଼ିଆରେ।
ପ୍ରତ୍ୟେକ ଡକ୍ୟୁମେଣ୍ଟ ଏନକ୍ରିପ୍ଟ କରି ରଖାଯାଏ, ଏବଂ କେବଳ ଆପଣ ଓ ଆପଣ ସେୟାର କରିଥିବା ପରିବାର ସଦସ୍ୟ ହିଁ ଏହାକୁ ଖୋଲିପାରିବେ।
ମିଆଦ ସରିବା ତାରିଖ ଯୋଡ଼ନ୍ତୁ ଏବଂ ପାସପୋର୍ଟ, ଲାଇସେନ୍ସ ବା ପଲିସିର ମିଆଦ ସରିବା ଆଗରୁ ରିମାଇଣ୍ଡର ପାଆନ୍ତୁ।
ପରିଚୟ, ବୀମା, ସମ୍ପତ୍ତି, ଶିକ୍ଷା, ଚିକିତ୍ସା ଓ ଆହୁରି ଅନେକ।
ଆପଣଙ୍କ ପରିବାର ସଦସ୍ୟ କେଉଁ ଡକ୍ୟୁମେଣ୍ଟ ଖୋଲିପାରିବେ, ତାହା ଆପଣ ବାଛନ୍ତୁ।
ଜରୁରୀ ଯୋଗାଯୋଗ, ରକ୍ତ ଗ୍ରୁପ୍ ଓ ମୁଖ୍ୟ କାଗଜପତ୍ର ଗୋଟିଏ ଜାଗାରେ ପ୍ରସ୍ତୁତ, ଏବଂ ପ୍ରିଣ୍ଟ କରିହେବ।
ଯେତେବେଳେ ଚାହିଁବେ ଆପଣଙ୍କ ଡକ୍ୟୁମେଣ୍ଟ ଡାଉନଲୋଡ୍ କରନ୍ତୁ ଏବଂ ସମସ୍ତ ଡାଟା ଏକ୍ସପୋର୍ଟ କରନ୍ତୁ।
ଏକ ମାଗଣା ଆକାଉଣ୍ଟ ତିଆରି କରନ୍ତୁ।
ଡକ୍ୟୁମେଣ୍ଟ ଭଲ୍ଟ ଖୋଲନ୍ତୁ ଏବଂ ଏକ PDF ବା ଫଟୋ ଅପଲୋଡ୍ କରନ୍ତୁ।
ମିଆଦ ସରିବା ତାରିଖ ଯୋଡ଼ନ୍ତୁ। ରିମାଇଣ୍ଡର ଆପେ ସେଟ୍ ହୋଇଯାଏ।
ଗୋଟିଏ ମାଗଣା ଆକାଉଣ୍ଟରେ ଏ ସବୁ ମିଳେ।
ଆର୍ଲି ଆକ୍ସେସ୍ ସମୟରେ ମାଗଣା। କାର୍ଡ ଦରକାର ନାହିଁ।